ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ

ନୂଆଦିଲ୍ଲୀ: ଆଜି ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ ଘଟିଛି। ଏହି ଦୁର୍ଘଟଣାରେ ଜେନେରାଲ୍ ରାୱତଙ୍କ ସହ ଉକ୍ତ ହେଲିକପ୍ଟରେ ସହଯାତ୍ରୀ ଥିବା ତାଙ୍କର ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁସେନା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଯାତ୍ରା କରୁଥିବା ଅନ୍ୟ ୧୧ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି … Continue reading ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ